ମୋ କଲେଜ କ୍ୟାମ୍ପେନ୍ ପାଇଁ ଦେଢ଼ କୋଟି ଟଙ୍କା ମଞ୍ଜୁର କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମୋ କଲେଜ କ୍ୟାମ୍ପେନ ପାଇଁ ଦେଢ଼ କୋଟି ଟଙ୍କା ମଞ୍ଜୁର କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ ଟି କଲେଜ ଓ ୨ ଟି ବିଶ୍ଵବିଦ୍ୟାଳୟ ପାଇଁ ଦେଢ଼ କୋଟି ମଞ୍ଜୁର କରାଯାଇଛି । 5T ଅଧୀନରେ ଥିବା ୪୦ଟି ଶିକ୍ଷାନୁଷ୍ଠାନ ରୂପାନ୍ତରଣ କରାଯିବ ।୩୦ ହଜାର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାମ୍ପସ, କ୍ଲାସ୍ ରୁମ୍ ସହ ଶିକ୍ଷାର ମାନ ବୃଦ୍ଧି କରାଯିବ ।ବର୍ତ୍ତମାନ ୧୦୭୦ ସ୍କୁଲର ରୂପାନ୍ତରୀ କରଣ କାର୍ଯ୍ୟକ୍ରମ ଜାରି ରହିଛି ।୧୪ ନଭେମ୍ବର ସୁଦ୍ଧା ସ୍କୁଲ ରୁପନ୍ତରୀ କରଣ କାମ ଶେଷ ହେବ ।ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ସଫଳତା ହିଁ ପ୍ରେରଣା ।

powered by social2s