ମଝି ଚିଲିକାରେ ଫସିଲା ମତ୍ସଜୀବୀଙ୍କ ଡଙ୍ଗା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୃଷ୍ଣପ୍ରସାଦ: ଚିଲିକା ମଝିରେ ଏକ ଡଙ୍ଗା ତିନି ଦିନ ଧରି ଫସି ରହିଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ପଥରା ଗାଁର ୪-୫ ଜଣ ମତ୍ସଜୀବୀ ମାଛ ଧରିବା ପାଇଁ ଯାଇଥିବାବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ନିକଟରେ ଦଳରେ ଫସିଗଲା ଡଙ୍ଗା । ଡଙ୍ଗାରେ ଜଣେ ୧୦ ବର୍ଷର ଶିଶୁ ଥିବା ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି ।

powered by social2s