ମହାନଦୀ କୁ ଡେଇଁଲେ ଯୁବକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: ଜଣେ ଯୁବକ ମହାନଦୀର ମୁଣ୍ଡଳୀ ବ୍ୟାରେଜ ର ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ଆସୁଛି।ବ୍ରିଜ ଉପରେ ଯୁବକଙ୍କ ସ୍କୁଟି ରହିଛି। ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ପାଣିରେ ଖୋଜାଖୋଜି ଚାଲିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ବେଳକୁ ଯୁବକଙ୍କ କୌଣସି ପତ୍ତା ମିଳି ପାରିନାହିଁ।ଯୁବକଙ୍କ ଘର ଭୁବନେଶ୍ୱର ସି ଅର ପି ଅଞ୍ଚଳରେ ବୋଲି ସୂଚନା ମିଳୁଛି।

powered by social2s