ହାତୀର ମୃତ ଦେହ ଠାବ ରେଢ଼ାଖୋଲ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରେଢ଼ାଖୋଲ:ସମ୍ବଲପୁର ଜିଲ୍ଲା କିସିଣ୍ଡା ଖଳାସୁଣୀ ଅଭୟାରଣ୍ୟ ରେଞ୍ଜ୍ ଜଙ୍ଗଲରୁ ଏକ ହାତୀ ର ମୃତ ଦେହ ଠାବ ହୋଇଛି ।ହାତୀର ମୃତ ଦେହ କୁ ଉଦ୍ଧାର କରିଛନ୍ତି କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜର ଅଧିକାରୀ ।ହାତୀ ର ଅସୁସ୍ଥତା ହେତୁ କିଛିଦିନ ହେବ ଚଲାବୁଲା କରିପାରିନଥିଲା ।ହାତୀର ଗୋଟିଏ ଗୋଡ଼ ଭାଙ୍ଗିବା ସହ ଶରୀରରେ ଘା' ହୋଇଥିଲା ।

powered by social2s