ଭୁବନେଶ୍ୱର:ବାର୍ ପାଇଁ ଆସିଲା କମିଶନରେଟ ପୋଲିସ ର ଗାଇଡଲାଇନ୍। ବାର୍ ରେ ବାଉନ୍ସର ନିଯୁକ୍ତି ଉପରେ ଲାଗିଲା କଟକଣା। ଏଣିକି ସ୍ବୀକୃତି ପ୍ରାପ୍ତ ସେକୁରିଟି ସଂସ୍ଥା ର କର୍ମଚାରୀ ବାର୍ ରେ ପାଇବେ ନିଯୁକ୍ତି। ପାଖ ଥାନାରେ ରହିବ ନିଯୁକ୍ତ କର୍ମଚାରୀ ଙ୍କ ତଥ୍ୟ।
କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ୧୧୨ କୁ ଡାଏଲ କରିବାକୁ ଦିଆଗଲା ପରାମର୍ଶ।
powered by social2s

