ଏଥର ଦୀପାବଳି ରେ ଫୁଟିବ ଗ୍ରୀନ କ୍ରାକର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଏଥର ଦୀପାବଳି ରେ ଦୁଇ ଘଣ୍ଟା ପାଇଁ ଫୁଟିବ ଗ୍ରୀନ କ୍ରାକର। ଦୀପାବଳି ଦିନ ରାତି ୮ ଟା ରୁ ୧୦ ଯାଏଁ ବାଣ ଫୁଟାଇବାକୁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ। କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ମିଳିଛି। Petroleum and Explosives Safety Organisation (PESO) ଅନୁମତିପ୍ରାପ୍ତ କ୍ରାକର ଫୁଟାଇ ହେବ ବୋଲି କହିଲେ ହାଇକୋର୍ଟ।

powered by social2s