ନୂଆଦିଲ୍ଲୀ:ଆଜିଠୁ ଆରମ୍ଭ ହେଲା ଭୁବନେଶ୍ୱର ରୁ ରାଜସ୍ଥାନର ଜୟପୁର କୁ ସିଧାସଳଖ ବିମାନ ସେବା । ସେବା ର ଶୁଭାରମ୍ଭ କରିଛନ୍ତି ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସପ୍ତାହରେ ତିନି ଦିନ ଜାରି ରହିବ ବିମାନ ସେବା । ମଙ୍ଗଳବାର, ଗୁରୁବାର ଓ ଶନିବାର ଉଡ଼ିବ ଇଣ୍ଡିଗୋ ବିମାନ। ଏଥିପାଇଁ ପୂର୍ବରୁ ଚିଠି ଲେଖି ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
powered by social2s

