ଭୁବନେଶ୍ୱର: ସଂଘମିତ୍ରା ମିଶ୍ର ଙ୍କ ଦୁଇ ଝିଅ ଅଙ୍କିତା ଓ ଅର୍ପିତା ଙ୍କ ଜନ୍ମଦିନ ଅବସରରେ ଓ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ମିଳିତ ସହଯୋଗରେ ଖାରବେଳ ନଗର ଓ ଘଟିକିଆ ସ୍ଥିତ ଭୁବନେଶ୍ୱର ମହାନଗର ନିଗମ ର ମାନସିକ ବିକୃତ ଓ ଦିବ୍ୟାଙ୍ଗ ଲୋକ ମାନେ ରହୁଥିବା "ଏକାମ୍ର ନୀଳୟ", ରେ ଦିନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ପ୍ରାୟ ୧୦୦ ଜଣ ଅନ୍ତେବାସୀ ମାନଙ୍କୁ ଅନ୍ନବ୍ୟଞ୍ଜନ, ଡାଲମା, ଖଟା ଓ।କ୍ଷୀରି ଖାଇବାକୁ ଦିଆଯାଇଥିଲା।
ଆଜିର କାର୍ଯ୍ୟକ୍ରମ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ ଚେୟାରମେନ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ମନୋଜ କୁମାର ରାଉଳ, ସଙ୍ଘମିତ୍ରା ଦାସ ଓ ଅମର ମହାନ୍ତି ପ୍ରମୁଖ ଯୋଗଦେଇ ଏହାକୁ ଅତି ଭଲ ଭାବରେ ପରିଚାଳନା କରିଥିଲେ।
powered by social2s

