ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ର ଏକ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରିଛି ପୋଲିସ। ବିନା ଲାଇସେନ୍ସ ରେ ବାଣ ବିକ୍ରି ଅଭିଯୋଗ ରେ ସିଲ ହେଲା ଗୋଦାମ। ଦୀପାବଳୀରେ କେବଳ ସବୁଜ ବାଣ ଫୁରାଇବା ପାଇଁ ଅନୁମତି ଦେଇଛନ୍ତି ଓଡ଼ିଶା ସରକାର । ରାତି ୮ଟା ରୁ ୧୦ ଭିତରେ ଫୁଟାଇ ହେବ ବାଣ।
powered by social2s

