କୁଚିଣ୍ଡା ବନ୍ଦ ବେଳେ ମନ୍ତ୍ରୀ ଟୁକୁନି ସାହୁ ଙ୍କୁ ବିରୋଧ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା କଂଗ୍ରେସ ଓ ବିଜେପି ପକ୍ଷରୁ  ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କୁଚିଣ୍ଡା ର ଡାକ ବଙ୍ଗଳାରେ ଥିବା ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଙ୍କୁ ବିରୋଧ କରାଯାଇଛି । ଡାକ ବଙ୍ଗଳା ବାହାରେ ନାରା ବାଜି କରିଥିଲେ କଂଗ୍ରେସ ଓ ବିଜେପି କର୍ମୀ । 

powered by social2s