ପୁରୀ: ପୁରୀ ଜିଲ୍ଲା ଚାଷୀଙ୍କ ପାଇଁ କାଳିଆ ସହାୟତା ଘୋଷଣା କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ୩୩ କୋଟି ଟଙ୍କାର ସହାୟତା ଘୋଷଣା କରିଥିବା ସୂଚନା ମିଳିଛି, ୨୦୦୦ ଟଙ୍କା ଲେଖାଏଁ ସହାୟତା ପାଇବେ ଚାଷୀ। ଚାଷୀଙ୍କ ବ୍ୟାଙ୍କ ଖାତା ରେ ଜମା ହେବ ଟଙ୍କା। ଜିଲ୍ଲାର ୧ ଲକ୍ଷ୍ୟ ୨୬ ହଜାର ୧୩୧ ଚାଷୀ ହେବେ ଉପକୃତ।
powered by social2s

