ଓଡ଼ିଶାରେ ସ୍କୁଲ ଖୋଲିବା ପରେ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଶାରେ ଖୁବଶିଘ୍ର  ଖୋଲିବ ସ୍କୁଲ ,ସ୍କୁଲ ଖୋଲିବା ପରେ ସଚେତନତା ଓ ସୁରକ୍ଷା ଉପରେ ଗୁରୁତ୍ବ ଦେବ ରାଜ୍ୟ ଶିଶୁ ଅଧିକାର ଆୟୋଗ ।ଆସନ୍ତା ୨୦ ରୁ ରାଜ୍ୟ ବ୍ୟାପି ଆରମ୍ଭ ହେବ ସ୍ଵତନ୍ତ୍ର ଅଭିଯାନ ।୪୦ ଦିନ ଧରି ସବୁ ଜିଲ୍ଲାରେ ଆରମ୍ଭ କରାଯିବ ସ୍ଵତନ୍ତ୍ର ଅଭିଯାନ ।ଭୁବନେଶ୍ୱର ରୁ ଆରମ୍ଭ ହେବ ସ୍ଵତନ୍ତ୍ର ଅଭିଯାନ ।ନଭେମ୍ବର ୧୯ ତାରିଖରେ ଶିଶୁ ବିଧାନ ସଭାର ଆୟୋଜନ କରାଯିବ ।

 

powered by social2s