ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ତରଫରୁ ବୃକ୍ଷରୋପଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ତରଫରୁ ଧାମନଗର ବ୍ଲକ ସ୍ଥିତ କଲ୍ୟାଣୀ ପଞ୍ଚାୟତ ବନସର ଗ୍ରାମ ବିଦ୍ୟାଳୟ ପ୍ରାଙ୍ଗନରେ ଦେବ ଦାରୁ ଚମ୍ପା ଗଛ ଲଗାଯାଇଛି । ଏହି କାଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଉପଦେଷ୍ଟା ଗୌତମ ସାହୁ, ଜୀବନ ପଣ୍ଡା, ସନ୍ଦୀପ ସାହୁ. ଆରାଧ୍ୟ ସାହୁ, ସୁପ୍ରଭା ସାହୁ, ଚନ୍ଦ୍ରା ସାହୁ, ଅଚୁତ ସାହୁ ଓ ଅଜୟ ସାହୁ ଉପସ୍ଥିତ ଥିଲେ। ମାର୍ଗଦର୍ଶନ କରାଇଥିଲେ ସ୍କୁଲ ର ଶିକ୍ଷକ ଓ ଶିକ୍ଷତ୍ରି ।

powered by social2s