ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ମା କାଳୀ ଙ୍କ ମୂର୍ତ୍ତି ବିସର୍ଜନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଦିନ ୧ ଘଟିକା ସମୟ ରେ ମା କାଳୀ ଙ୍କ ମୂର୍ତ୍ତି କୁ ଅଳ୍ପ କର୍ମ କର୍ତ୍ତା ନିଆଯାଇ କୁଆଖାଇ ନଦୀ ରେ ହୋଇଥିବା କୁତ୍ରିମ ପୋଖରୀ ରେ ବିସର୍ଜନ କରାଯାଇଥିଲା। ସରକାରଙ୍କ ପକ୍ଷରୁ କରୋନା କଟକଣା ମାନି ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା। ଆଜିର ବିସର୍ଜନ ରେ ଶ୍ରୀ ନାରାୟଣ ମହାପାତ୍ର, ଅଚ୍ୟୁତ ପ୍ରସାଦ ବେହେରା, ହରିଶ ପ୍ରସାଦ ରଥ, ଗୋପାଳ କୃଷ୍ଣ ମହାନ୍ତି, ଶ୍ରୀନିବାସ ରାଓ, କାଳିଆ ସାମଲ, ସନ୍ତୋଷ ଓଝା ଓ ଲିଙ୍ଗା ରାଓ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ।

powered by social2s