ସମ୍ବଲପୁର: ମମିତା ମେହେର ହତ୍ୟା ଘଟଣା କୁ ନେଇ ଆଜି ବିଜେପି କର୍ମୀ ଓ ପୋଲିସ କର୍ମଚାରୀ ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବାରିକେଡ ଟପିବାକୁ ଉଦ୍ୟମ କଲା ବେଳେ ଧସ୍ତାଧସ୍ତି ହୋଇଥିଲା। ଡିଆଇଜି ଘେରାଓ କରିବାକୁ ଯିବାବେଳେ ଦଳୀୟ କର୍ମୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ପାଣିମାଡ଼ ହୋଇଥିଲା।
powered by social2s

