ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠାରୁ ଜିଲ୍ଲା ର ୪ ଲକ୍ଷ ୭ ହଜାର ୧୦୪ ପରିବାର କୁ ବଣ୍ଟାଜିବ ସ୍ମାର୍ଟ ହେଲ୍ଥ କାର୍ଡ। କଳାହାଣ୍ଡି ବାସିନ୍ଦା ଙ୍କୁ ୮୫୯ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଦିବ୍ୟ ଶଂକର ମିଶ୍ର, ନଵକିଶୋର ଦାସ, ଓ ସୁକୁନି ସାହୁ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
powered by social2s

