ନୂଆପଡ଼ାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଓ ୪୭୫କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଭର୍ଚୁଆଲ ରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆପଡ଼ା ଜିଲ୍ଲାର ୮୦ ପ୍ରତିଶତ ଲୋକଙ୍କ ପାଖରେ ଏବେ ପିଇବା ପାଣି ପହଞ୍ଚିଛି ।ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆରୂପ ରେ କାର୍ଯ୍ୟକାରୀ କରାଯାଉଛି ।୩.୫ କୋଟି ଲୋକ BSKY ସ୍ମାର୍ଟ ହେଲଥ କାର୍ଡ ର ସୁବିଧା ପାଇବେ। ନୂଆପଡ଼ାବାସୀ ଙ୍କ ପାଇଁ ୪୭୫ କୋଟିର ପ୍ରକଳ୍ପ ଭେଟି ଦେବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

powered by social2s