ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ରେ କାଉ ମଡ଼କ ଦେଖା ଦେଇଛି। କୋଟଳାଙ୍ଗ ଗାଁର ବିଭିନ୍ନ ସ୍ଥାନରେ ୧୦ ରୁ ଅଧିକ କାଉଙ୍କ ମୃତଦେହ ମିଳିଛି। ବାର୍ଡ଼ ଫ୍ଲୁ ସନ୍ଦେହ ରେ ବେଗୁନିଆ ପ୍ରାଣୀଧନ ବିଭାଗ ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛି।
powered by social2s