ଭୁବନେଶ୍ୱର: ଓଡ଼ିଶାରେ ନଭେମ୍ବର ୧୫ ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍। କୋଭିଡ ଗାଇଡ଼ଲାଇନ୍ ଅନୁସାରେ ସ୍କୁଲ୍ ରେ ହେବ ପାଠପଢ଼ା ବୋଲି କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଷଷ୍ଠ ଓ ସପ୍ତମ ଶ୍ରେଣୀର କ୍ଲାସ ସକାଳ ୯:୩୦ ରୁ ଦିନ ୧ ଟା ଯାଏଁ ଖୋଲା ରହିବ।
powered by social2s

