ପୁରୀ: ନଭେମ୍ବର ୧୨ ତାରିଖ ଅଁଳା ନବମୀ ରେ ପୁରୀ ସାକ୍ଷୀଗୋପାଳରେ ଜାରି କରାଯିବ ୧୪୪ ଧାରା।
ନଭେମ୍ବର ୧୫ ଏକାଦଶୀ ରେ ମଧ୍ୟ ଏହି ଧାରା ଜାରି ରହିବ।
କେବଳ ସେବାୟତ ଓ ତାଙ୍କ ପରିବାର କୁ ଦର୍ଶନ ପାଇଁ ଦିଆଯିବ ଅନୁମତି।
ରାଧା ପାଦ ଦର୍ଶନ ସମୟରେ ଭିଡ଼ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି କଟକଣା ଲଗାଯିବ।
powered by social2s

