ଓଡ଼ିଶା ବନ୍ଦକୁ ସଫଳ କରିବାକୁ କଂଗ୍ରେସର ନିବେଦନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ନଭେମ୍ବର ୧୨ରେ ହେବାକୁ ଥିବା ୬ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। 

 

ରାଜଧାନୀର ବିଭିନ୍ନ ଛକରେ ପିକେଟିଂ କରିବା ସହ ବାଇକ ରାଲି କରି ମମିତା ମେହେର ପରିବାର ପାଇଁ ନ୍ୟାୟ ଦାବି କରିବେ ଦଳର ସଦସ୍ୟ। 

powered by social2s