ପୁରୀ: ଅସାନ୍ତା ରବିବାର ଓ ସୋମବାର ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ଏକାଦଶୀ ରେ ହେବାକୁ ଥିବା ଭିଡ଼କୁ ଏଡ଼ାଇବା ପାଇଁ ନିଆଯାଇଛି ଏଭଳି ନିଷ୍ପତ୍ତି। କାର୍ତ୍ତିକ ପୂର୍ଣ୍ଣିମା ଦିନ ମଧ୍ୟ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର।
powered by social2s