ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ବର ଛକ ରୁ ଏକ ଗୋମାଂସ ବୋଝେଇ କଣ୍ଟେନର୍ ଜବତ ହୋଇଥିବା ସୂଚନା ମିଳିଛି ।ଖୋର୍ଦ୍ଧା ରୁ ହାଇଦ୍ରାବାଦ ଚାଲାଣ ହେଉଥିଲା।ବଜରଙ୍ଗ ଦଳ କର୍ମୀମାନେ କଂଟେନର କୁ ଅଟକ ରଖି ପୋଲିସ ଜିମା ଦେଇଥିଲେ । କଣ୍ଟେନରରେ ୫ ଟନ୍ ଗୋମାଂସ ଥିବା ଜଣାପଡିଛି ।ଏହି ଘଟଣାରେ ତିନିଜଣଙ୍କୁ ଅଟକ ରଖିଛି ପୋଲିସ୍।
powered by social2s

