ଆଜିଠୁ ଓଡ଼ିଶାରେ କମିବ ବର୍ଷାର ପ୍ରଭାବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର:ଆଜିଠୁ ଓଡ଼ିଶାରେ କମିବ ବର୍ଷାର ପ୍ରଭାବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଆକାଶ ମେଘାଚ୍ଛନ୍ନ ରହିବ ,ରାତି ତାପମାତ୍ରାରେ ବିଶେଷ ପ୍ରଭାବ ମଧ୍ୟ ରହିବ ନାହିଁ ।ତେବେ ନଭେମ୍ବର ୧୭ ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ।

powered by social2s