ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଆରମ୍ଭ ହେବ ଓଡିଶା ବିଧାନସଭା ଶୀତକାଳିନ ଅଧିବେଶନ।
ଏହି ଅଧିବେଶନ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।
ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଆଗତ ହେବ।
ମୋଟ ୨୬ ଟି କାର୍ଯ୍ୟ ଦିବସ ରହିବ।
୪ଟି ରବିବାର ସହିତ ଡିସେମ୍ବର୨୫ (ବଡଦିନ) ରେ ବନ୍ଦ ରହିବ ଗୃହ କାର୍ଯ୍ୟ।
powered by social2s

