ଭୁବନେଶ୍ୱର ରେ ହେବ ନାହିଁ ବାଲିଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଚଳିତ ବର୍ଷା ଭୁବନେଶ୍ବରରେ ହେବ ନାହିଁ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । କୋରନା କଟକଣା ଯୋଗୁଁ ବାଲିଯାତ୍ରାକୁ ଅନୁମତି ଦେଇ ନାହିଁ କମିସନରେଟ ପୋଲିସ ।ପୂର୍ବରୁ କଟକରେ ମଧ୍ୟ ବାଲିଯାତ୍ରାକୁ ମିଳିନାହିଁ ଅନୁମତି ।

powered by social2s