ଭୁବନେଶ୍ୱର: ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୨ ତମ ଜୟନ୍ତୀ ତଥା 'ଶିଶୁ ଦିବସ' ଅବସରରେ ୱିନର ଆସୋସିଏସନ୍, ସହିଦନଗର, ଭୁବନେଶ୍ୱର ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନକରାଯାଇଛି। ଛୋଟ ଛୋଟ ପିଲା ମାନେ ଦେଶର ଭବିଷ୍ୟତ, ପ୍ରତି ଶିଶୁଙ୍କ ଚଲାପଥ କୁସୁମିତ ହେଉ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ ରେ ନାରାୟଣ ମହାପାତ୍ର, ଅଶୋକ ମହାନ୍ତି ଉମାନାଥ ମିଶ୍ର, ରଞ୍ଜନ ସାମଲ, ନରେନସାହୁଶିବସୁଆର, ,ଶ୍ରୀନିବାସ ରାଓ, ଭବାନୀ ଜେନା, ଗଣେଶ ରାଓ, ସୁରଜ ପ୍ରଧାନ, ହେମନ୍ତ ମଲିଆ, ସମ୍ବିତ, ସୁରେଶ, ମନୋରଞ୍ଜନ, ସଞ୍ଜୟ, ଜ୍ଞାନ, ରତିକାନ୍ତ, ହରିଶ ଓ ଅନ୍ୟ ମାନେ ଯୋଗ ଦେଇଥିଲେ। ଶେଷରେ ବିଶ୍ବରଂଜନ ପଣ୍ଡା ଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା।
powered by social2s

