ଭୁବନେଶ୍ୱର: ଓଡ଼ିଶାରେ ଆଜିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍। ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ୍ ଆସିବେ ଛାତ୍ରଛାତ୍ରୀ। କୋଭିଡ କଟକଣାରେ ଶ୍ରେଣୀ ଗୃହରେ ବସି ପଢ଼ିବେ ଛାତ୍ରଛାତ୍ରୀ। ସକାଳ ୯:୩୦ ରୁ ଦିନ ୧ ଟା ପର୍ଯ୍ୟନ୍ତ ହେବ ପାଠପଢ଼ା।
powered by social2s