ଏକାଦଶ ଶ୍ରେଣୀରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଜାରି ହେଲା ନିୟମାବଳୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ଏକାଦଶ ଶ୍ରେଣୀର ଖାଲି ଥିବା ସିଟ୍ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ହେବ। ଏନେଇ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିୟାମାବଳୀ ଜାରି କରାଯାଇଛି। ଏଥର କେବଳ samsodisha.gov.in ୱେବସାଇଟ ଜରିଆରେ ଆବେଦନ କରିହେବ। ଆସନ୍ତା କାଲି ଦିନ ୧୧ଟା୩୦ରୁ ନଭେମ୍ବର ୨୨ରାତି ୧୧ଟା୫୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି ଜଣାପଡିଛି।

powered by social2s