ବାଜାଜ୍ ଆଲିଆନ୍ସ ପକ୍ଷରୁ ବଳରାମ ତରାଇ ସମ୍ବର୍ଦ୍ଧିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବାଜାଜ୍ ଆଲିଆନ୍ସ, ଭୁବନେଶ୍ୱର କାର୍ଯ୍ୟାଳୟରେ ନିରାଡମ୍ବର ପରିବେଶରେ କମ୍ପାନୀର ମୁମ୍ବାଇ ମୁଖ୍ୟ ମାନନୀୟ ନାଉଶାଦ୍ ଖାନ୍ ଓ ଓଡ଼ିଶାର ମୁଖ୍ୟ ସୁଶୀଲ କୁମାର ଭୁଆଲଖା,ଶାଖା ପରିଚାଳକ ମୃତ୍ୟୁଞ୍ଜୟ ରାଉତ ରାୟଙ୍କ ଉପସ୍ଥିତି ରେ ବଳରାମ ତରାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଲ କାମ ପାଇଁ ତାଙ୍କୁ ପ୍ରମାଣପତ୍ର ଦିଆଯାଇଛି। ବଳରାମ ତାଙ୍କ ଜୀବନରେ ବହୁ ସମାଜସେବା କାର୍ଯ୍ୟ ମଧ୍ୟ କରିଛନ୍ତି।

powered by social2s