ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ଲାଗିରହିଛି କୋହଲା ପାଗ ।ଅଧିକାଂଶ ଅଞ୍ଚଳରେ ସ୍ଵାଭାବିକ ଠାରୁ ଅଧିକ ରହିଛି ରାତିର ତାପମାତ୍ରା ।ଆଗାମୀ ୨ ରୁ ୩ ଦିନ ରେ ରାତିର ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।୨ ରୁ ୩ ଦିନ ଯାଏଁ ଶୀତର ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
powered by social2s

