ଭଦ୍ରକ:ଭଦ୍ରକ ସବଜେଲ୍ ର ଜଣେ ବିଚାରାଧୀନ କଏଦୀ ଫେରାର ଉଦ୍ୟମ କରିଥିବା ଜଣାପଡିଛି । ଫେରାର ବେଳେ କଏଦୀଙ୍କୁ ଧରିଲେ ସୁରକ୍ଷା କର୍ମୀ ।କଏଦୀ ଅକ୍ଷୟ ମଲ୍ଲିକ ଫେରାର ଉଦ୍ୟମ କରିଥିବା ବେଳେ ସୂଚନା ମିଳିଛି ।
powered by social2s