୧୧ ଦାଦନ ଶ୍ରମିକ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ପଲସିଆଣି ଗାଁରୁ ୧୧ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଖବର ଆସିଛି। ଆନ୍ଧ୍ର ପ୍ରଦେଶ କୁ ଚାଲାଣ ବେଳେ ଉଦ୍ଧାର କଲା ପୋଲିସ। ଦୁଇ ଜଣ ଦଲାଲ ଗିରଫ ହୋଇଛନ୍ତି।

powered by social2s