ପୁରୀରେ ହେବ ଗ୍ରିନ୍ ଫିଲ୍ଡ ଏୟାରପୋର୍ଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଝାରସୁଗୁଡ଼ା:ପୁରୀରେ ହେବ ଗ୍ରୀନ୍ ଫିଲ୍ଡ ଏୟାରପୋର୍ଟ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ  ଜ୍ୟୋତି ଆଦିତ୍ୟ ସିନ୍ଧିଆ ।ଝାରସୁଗୁଡାରେ ଉଡ଼ାନ୍ ଉତ୍ସବ ରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ଯେ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ଓଡ଼ିଶାକୁ ବିସ୍ତୃତ ରିପୋର୍ଟ ଦିଆଯାଇଛି ।ରାଜ୍ୟର ଜବାବ କୁ ଅପେକ୍ଷା କରିଛୁ। ଯଥାଶୀଘ୍ର ରିପୋର୍ଟ ଆସିବ ସେତେ ଜଲଦି କାର୍ଯ୍ୟ ଆଗକୁ ବଢିବ। 

ଜୟପୁର ଓ ଉତକେଲା ପ୍ରସ୍ତାବ ବି ଶୀଘ୍ର ଦେବାକୁ କହିଲେ ସିନ୍ଧିଆ  ।ଦୁଇ ଏୟାରପୋର୍ଟ ନେଇ ରାଜ୍ୟ ପ୍ରସ୍ତାବ ଦେଲେ ତୁରନ୍ତ ଲାଇସେନ୍ସ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

 

 

powered by social2s