ଭୁବନେଶ୍ୱର: ଆଜି ବ୍ଲାଙ୍କୋଫାନଟାସଟୀକା, କ୍ରୋଏସିଆ ଓ ହ୍ୟୁମାନଟିସ ଅର୍ଗାନାଇଯେଶନ,ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି। ପୂର୍ବରୁ ହ୍ୟୁମାନଟିଜ ଓ ଶ୍ରୀ ଶକ୍ତି ଏଜୁକେସନଲ ଟ୍ରଷ୍ଟ ,ହ୍ୟୁମାନଟିଜ,ଏକାଡେମି ଅଫ ହ୍ବିସ୍ପର ଆଣ୍ଡ ଥଟ ଆରବ, ବ୍ଲାଙ୍କୋଫାନଟାସଟୀକା ଜଦାର, କ୍ରୋଏସିଆ ପ୍ରିକ୍ସଟନ ଚର୍ଚ୍ଚ ଓ ୟୁନିଭରସିଟି, ଫ୍ଲୋରିଡା ଓ ଇଣ୍ଟରନେସନାଲ ଅରଗାନାଇଯେସନ ଅଫ କଳଚର, ହିମାନିଟୀ ଏବଂ ସାଇନ୍ସ, "ଡାଇନାମିକ ପିସ ରେସ୍କ୍ୱ ମିଶନ ଇଣ୍ଟର ନେସନାଲ", ନାଇଜେରିଆ, ଇଜିପ୍ଟ, ଫିଲିପାଇନସ,ଉନିଅନ୍ ଅଫ କଲଚର ଏବଂ ୱାଲ୍ଡ ପିସ, ଜର୍ମାନୀ ବର୍ଲିନ, ଓ ଅଲ ବାୟନ୍ ନିୟୁଜ ପେପର ଆଣ୍ଡ ହ୍ୟୁମାନଟେରୀ ନମଲ ଜିୱାନନନ୍ଦ ଫାଉଣ୍ଡେସନ ଶ୍ରୀଲଙ୍କା, ମନମ ଫାଉଣ୍ଡେସନ ଆନ୍ଧ୍ର ପ୍ରଦେଶ ମଧ୍ୟ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ, ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ଙ୍କୁ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି।
ପ୍ରତିଷ୍ଠାନ ର ପ୍ରତିଷ୍ଠାତା ମାନଙ୍କୁ ଟ୍ରଷ୍ଟ ଧନ୍ୟବାଦ ଓ ଆମର ଶୁଭେଚ୍ଛା ପ୍ରଦାନ କରାଯାଇଛି। ଏହି ସମ୍ମାନ ଆମ ଅନୁଷ୍ଠାନର ସମସ୍ତ ସଦସ୍ୟ, ସଦସ୍ୟା ଓ ଆମର ସମସ୍ତ ଶୁଭେଛୁ ଓ ସହଯୋଗୀ ଙ୍କ ସହାୟତା ଯୋଗୁ ସମ୍ଭବ ହୋଇପାରିଛି। ଏହି ସମ୍ମାନ ସେବା କରିବା ନିମନ୍ତେ ଆମକୁ ବହୁତ ପ୍ରେରଣା ଦେବ ବୋଲି ଶ୍ରୀ ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି।
ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାରାୟଣ ମହାପାତ୍ର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

