ଅଲ ଇଣ୍ଡିଆ ଅନୁସୂଚିତ ଜାତି ଫେଡେରେସନ୍ ଏବଂ ଅଲ ଇଣ୍ଡିଆ ମୂଳ ନିବାସୀ ଏକତା ପରିଷଦ ର ଓଡିଶା ରାଜ୍ୟ ମାଲକାନଗିରି ଜିଲ୍ଲା ୟୁନିଟ୍ ତରଫରୁ ବୈଠକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ମାଲକାନଗିରି (ତ୍ରିନାଥ ପଟ୍ଟନାୟକ): ଅଲ ଇଣ୍ଡିଆ ଅନୁସୂଚିତ ଜାତି ଫେଡେରେସନ୍ ଏବଂ ଅଲ ଇଣ୍ଡିଆ ମୂଳ ନିବାସୀ ଏକତା ପରିଷଦ, ଓଡିଶା ରାଜ୍ୟ ମାଲକାନଗିରି ଜିଲ୍ଲା ୟୁନିଟ୍ ତରଫରୁ ଏକ ବୈଠକ ମାଲକାନଗିରି ପୌର ପରିଷଦ ର ବଣ୍ଡାବାକୁଲିଗୁଡା ଠାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତ୍ତନ ବ୍ଲକ ସଭାପତି ସର୍ବ କୁମାର ବିଶୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ ବୈଠକରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ସଭାପତି ଘନଶ୍ୟାମ ମାଡକାମୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତ୍ତନ ଉପ ଜିଲ୍ଲାପାଳ ରଥୀକୃଷ୍ଣ ପାତ୍ର, ଆଇନଜୀବୀ ଉମା ଶଙ୍କର ନାୟକ, ବରିଷ୍ଠ ବୁଦ୍ଧିଜୀବୀ ପରିତୋଷ ଶୀଲ, ଜିଲ୍ଲା ପୂର୍ବତ୍ତନ ଛାତ୍ର ସଭାପତି ସୋମେଶ ବାଘ, ତପନ ନାଥ ପ୍ରମୁଖ ଙ୍କ ସହ ଶତାଧିକ କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ ।

 

powered by social2s