ବୁର୍ଲା: ବୁର୍ଲା ଭୀମ ସାର୍ ର ୨୨ ଜଣ ଡାକ୍ତରୀ ଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ MBBS ଛାତ୍ରୀ ବିଳମ୍ବିତ ରାତିରେ ଭିମସାର କୋଭିଡ ହସ୍ପିଟାଲ -୨ ରେ ଭର୍ତ୍ତି କରାଯାଇଛି। ସମସ୍ତ ଛାତ୍ରୀ ହଷ୍ଟେଲରେ ରହୁଥିଲେ।
ନଭେମ୍ବର ୧୩ ଓ ୧୪ ତାରିଖରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଏହି ଛାତ୍ରୀମାନେ ଯୋଗ ଦେଇଥିଲେ। ତେଣୁ ସେମାନେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।
powered by social2s

