ଶ୍ରୀକ୍ଷେତ୍ରରେ ମହାଯଜ୍ଞ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଐତିହ୍ୟ ନଗରୀର ରୂପ ପାଇବ ଶ୍ରୀକ୍ଷେତ୍ର । ଚାଲିଛି ଯଜ୍ଞ ସହ ପୂଜାର୍ଚ୍ଚନା ।ମନ୍ତ୍ରଧ୍ଵନି ରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ପରିବେଶ । ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେଉଛି । ଆସନ୍ତାକାଲି ପୂର୍ଣ୍ଣାହୁତି ରେ ଯୋଗଦେଇ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

powered by social2s