ଦେବଗଡ଼: ଦେବଗଡ଼ ଫରେଷ୍ଟ ରେଞ୍ଜ କାଳକାଠ ଗାଁରେ ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ। ମୃତକ ହେଲେ ଚେରୁ କିଷାନ। ବିଳମ୍ବିତ ରାତିରେ ଘର ବାଡ଼ି ପଟେ ପଶି ଭଙ୍ଗାରୁଜା କରୁଥିଲା ହାତୀ। ଘଉଡ଼ାଇବା ବେଳେ ବୃଦ୍ଧଙ୍କୁ ଆକ୍ରମଣ କଲା ହାତୀ।
powered by social2s