ଡେଲଟା ସଂକ୍ରମଣକୁ ୪୦ ପ୍ରତିଶତ ରୋକିପାରୁଛି ଟୀକା: WHO DG

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଡେଲଟା ସଂକ୍ରମଣକୁ ୪୦ ପ୍ରତିଶତ ରୋକି ପାରୁଛି ଟୀକା ।ଡେଲଟା ଭ୍ୟାରିଆନଟ ଆସିବା ପୂର୍ବରୁ ସଂକ୍ରମଣକୁ ୬୦ ପ୍ରତିଶତ କମାଇଥିଲା ଟିକା ।ଡେଲଟା ଭ୍ୟାରିଆଣ୍ଟ ଆସିବା ପରେ ଚାଳିଶ ପ୍ରତିଶତ କୁ ଖସି ଆସିଛି ।ଏହି ସୂଚନା ଦେଇଛନ୍ତି WHO-DG ଡକ୍ଟର ଟେଡ୍ରସ୍ ଆଧାନମ ଗ୍ରେବିସୀୟସ ।ଲୋକ ମାନେ ଭାବୁଛନ୍ତି ଯେ ଟୀକା ନେବାପରେ ସେମାନେ ସୁରକ୍ଷିତ କିନ୍ତୁ ଆମକୁ ଏବେ ବି ସଚେତନ ରହିବାକୁ ପଡିବ ।କାରଣ ଟିକା ଜୀବନ ରକ୍ଷା କରୁଛି ,ସଂକ୍ରମଣ ନୁହେଁ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ମାନିବାକୁ ଅପିଲ କଲେ WHO-DG ।

powered by social2s