ହେଲ୍ପମେଟ୍ ପକ୍ଷରୁ ସମାଜସେବୀ ନାରାୟଣ ମହାପାତ୍ର ସମ୍ବର୍ଦ୍ଧିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ହେଲ୍ପମେଟ୍ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆଜାଦିକୀ ଅମୃତ ମହୋତ୍ସବ ଅବସର ରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଓଡ଼ିଶା ଆଗମନର ଏକଶତ ବର୍ଷ ପୂର୍ତ୍ତି ଉପଲକ୍ଷେ ବୁଦ୍ଧ ମନ୍ଦିର,ଭୁବନେଶ୍ୱର ଠାରେ ଡ ନାରାୟଣ ମହାପାତ୍ର ଙ୍କୁ ସମାଜ ସେବା ନିମିତ୍ତ ମୁଖ୍ୟ ଅତିଥି ଡ ଅରୁଣ କୁମାର ରଥ, ମୁଖ୍ୟ ବକ୍ତା ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ,ସମ୍ମାନୀୟ ଅତିଥି ଶ୍ରୀ ସୁରେଶ ମନ୍ତ୍ରୀ , ହେଲ୍ପ ମେଟ ର ସମ୍ପାଦିକା ନିବେଦିତା ଭଞ୍ଜ ଓ ସଭାପତି ଡ ଅଞ୍ଜଳି ତ୍ରିପଠୀ ପ୍ରମୁଖ ଙ୍କ ଉପସ୍ଥିତି ରେ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ଅବସର ରେ ଆନ୍ତର୍ଜାତୀୟ ଅନୁଷ୍ଠାନ ମଧ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡ ନାରାୟଣ ମହାପାତ୍ର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥଲେ, ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ମହାପାତ୍ର ଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଉଛି।

powered by social2s