ଭୁବନେଶ୍ୱର: ସାମାନ୍ୟ ଥଣ୍ଡା କିମ୍ବା ଜ୍ୱର ହେଲେ କୋଭିଡ ଟେଷ୍ଟ କରାଇ ନେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ମହାପାତ୍ର କହିଛନ୍ତି ଯେ ଯେଉଁ ସ୍ଥାନରେ କରୋନା ମାମଲା ବଢ଼ିଛି, ସେଠି ସର୍ଭେଲାନ୍ସ କରାଯାଉଛି। ସବୁ ହଷ୍ଟେଲ କୋଭିଡ ଗାଇଡ଼ଲାଇନ ପାଳନ କରିବାକୁ ନିର୍ଦ୍ଧେଶ ରହିଛି। କରୋନା ଯେଉଁ ସ୍ଥାନରେ ବଢୁଛି ତାହା ଉଦବେଗଜନକ ନୁହେଁ। ସ୍ୱାସ୍ଥ୍ୟ ବିଭାଗ ଟେଷ୍ଟିଂ ସହ ସର୍ଭେଲାନ୍ସ କୁ ଗୁରୁତ୍ୱ ଦେଉଛି।
powered by social2s

