ନୟାଗଡ: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଜଣେ ୫ ବର୍ଷ ର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଚିପ୍ସ ଦେବା ପ୍ରଲୋଭନ ଦେଖାଇ ନିଛାଟିଆ ଜାଗାରେ ରମାକାନ୍ତ ଯାଦବ ନାମକ ବ୍ୟକ୍ତି ଦୁଷ୍କର୍ମ କରିଥିବା ସୂଚନା ମିଳିଛି ।ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
powered by social2s

