ଶିଶୁ ଟିକାକରଣ ରେ ଓଡିଶା ନମ୍ବର ୧

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଶିଶୁଙ୍କୁ ଟିକାକରଣ କରିବାରେ ସମଗ୍ର ଦେଶରେ ଏକ ନମ୍ବର ସ୍ଥାନ ପାଇଛି ଓଡିଶା। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ ସର୍ଭେ କରାଯାଇ ଓଡ଼ିଶାର ୯୦.୫ ପ୍ରତିଶତ ଶିଶୁ ଟିକା ନେଇସାରିଥିବା କୁହାଯାଇଛି। ଯାହା ସମଗ୍ର ଦେଶରେ ସବୁଠାରୁ ଅଧିକ ଶିଶୁ ଟିକାକରଣ ହାର। ରାଜ୍ୟରେ ଶିଶୁ ମୃତ୍ୟୁ ହାର ମଧ୍ୟ କମିଥିବା ଏହି ସର୍ବେକ୍ଷଣ ରେ କୁହାଯାଇଛି।

powered by social2s