ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଅଣ୍ଡାମାନ ସାଗରରେ ଲଘୁଚାପର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଅଣ୍ଡାମାନ ସାଗରରେ ବାତ୍ୟା ଆଶଙ୍କା ରହିଛି। ଓଡ଼ିଶା ପହଞ୍ଚିବା ପୂର୍ବରୁ ଶକ୍ତି ଜୁଟାଇ ବାତ୍ୟା ରୂପ ନେଇପାରେ ଲଘୁଚାପ। ପ୍ରଭାବରେ ଆନ୍ଧ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଶ୍ରୀଲଂକାରେ ବାତ୍ୟା ସମ୍ଭାବନା ରହିଛି।
powered by social2s

