ଚମକପୁର ଆବାସିକ ଆଦିବାସୀ ବାଳିକା ବିଦ୍ୟାଳୟରେ ୨୬ ଜଣ କୋଭିଡ ପଜିଟିଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କରଞ୍ଜିଆ:ମୟୂରଭଞ୍ଜ ଜିଲ୍ଲା ଚମକପୂର୍ ଆବାସିକ ଆଦିବାସୀ ବିଦ୍ୟାଳୟରେ ୨୬ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଇଛି। ପୂର୍ବରୁ ୨୨ ଜଣ ପଜିଟିଭ ହୋଇଥିଲେ । ଗତକାଲି ୪ ଜଣ ପଜିଟିଭି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଆବାସିକ ବିଦ୍ୟାଳୟ ରେ ମୋଟ ୨୫୯ ଜଣ ଛାତ୍ରୀ ପାଠ ପଢୁଛନ୍ତି ।ବିଦ୍ୟାଳୟରେ ରହୁଛନ୍ତି ୨୬ ଜଣ କର୍ମଚାରୀ ।

powered by social2s