BSKY ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା କୋରାପୁଟ ଜିଲ୍ଲା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା କୋରାପୁଟ ଜିଲ୍ଲା। ସେବାରେ ଲାଭ ପାଇବେ ୧୨ ଲକ୍ଷରୁ ଅଧିକ ହିତାଧିକାରୀ। 

 

ଆଜି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ସ୍ମାର୍ଟ କାର୍ଡ଼ ବଣ୍ଟନ ର ଶୁଭାରମ୍ଭ କରିବା ସହିତ ୮୬୬ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

ପୂର୍ବତନ ମନ୍ତ୍ରୀ ଓ କୋରାପୁଟ ବିଧାୟକ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ଅନାବାରଣ କଲେ ମୁଖ୍ୟମନ୍ତ୍ରୀ।

 

powered by social2s