ବ୍ରିଜ୍ ତଳକୁ ଖସିଲା ଯାତ୍ରୀବାହୀ ବସ୍; ୩ ମୃତ, ୧୭ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକରେ ଏକ ଯାତ୍ରୀବାହୀ ବସ କୁ ଏକ ଟ୍ରକ୍ ଧ୍ଧକା ଦେବାରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତୁ ହୋଇଛି ଓ ୧୭ ଜଣ ଆହତ ହୋଇଛନ୍ତି ।ଦୁର୍ଘଟଣା ପରେ ବସ ଟି ବ୍ରିଜ ତଳକୁ ଖସିପଡ଼ିଥିଲା ।ଘଟଗାଁ ତାରିଣୀ ପୀଠରୁ ଘରକୁ ଫେରୁଥିବାବେଳେ ବିଳମ୍ବିତ ରାତିରେ ଏ ଦୁର୍ଘଟଣା ଘଟିଛି ।

powered by social2s