ଜନ୍ମଦିବସ ଅବସରରେ ୧୦୦ ଜଣ ଛୋଟ ପିଲା ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଶ୍ରୀମତି ସଂଘମିତ୍ରା ଦାସ ଙ୍କ ଝିଅ ଅର୍ଚ୍ଚିତା ଦାସ ର ଜନ୍ମଦିନ ଅବସରରେ ଭୁବନେଶ୍ୱର ମଞ୍ଚେଶ୍ୱର୍ ସ୍ଥିତ ବନବାସୀ କଲ୍ୟାଣ ଆଶ୍ରମରରେ ୧୦୦ ଜଣ ପିଲାଙ୍କୁ ରନ୍ଧା ଖାଦ୍ୟ ଓ ଚକଲେଟ ବଣ୍ଟନ କରାଯାଇଥିଲା। ସେମାନେ ଭଜନ ଗାନ କରିଥିଲେ ଓ ଖୁସିରେ ନାଚିଥିଲେ ଏବଂ ଅର୍ଚ୍ଚିତା ଙ୍କୁ ଶୁଭ ଜନ୍ମଦିନ ନିମନ୍ତେ ଶୁଭେଛା ଜଣାଇଥିଲେ। ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ ଶ୍ରୀ ନାରାୟଣ ମହାପାତ୍ର, ସଂଘମୀତ୍ରା ଦାସ ଅର୍ଚ୍ଚିତା ଦାସ, ଈ ଦିଲ୍ଲୀପ ପଟନାୟକ, ଚନ୍ଦ୍ରକାନ୍ତ ନାଥ ମନୋଜ କୁମାର ରାଉଳ, ବୈଦ ନାଥ ଶ୍ରୀନିବାସ ରାଓ, ବୀଣାପାଣି ସ୍ୱାଇଁ ଓ ଟ୍ରଷ୍ଟ ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

powered by social2s