ପାରାଦୀପ: ଗୋପାଳପୁର ରୁ ଚାନ୍ଦିପୁର ଉପକୂଳ ମଧ୍ୟରେ ୨ ଦିନିଆ 'ସାଗର କବଚ' ସମରାଭ୍ୟାସ ଆରମ୍ଭ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ ଟି ବିଭାଗ ।ସେଥିରେ ସାମିଲ୍ ଅଛନ୍ତି ତଟ ରଖି ବାହିନୀ, ମେରାଇନ୍ ପୋଲିସ, କଷ୍ଟମ,ବନବିଭାଗ, ମତ୍ସାବିଭାଗ, ଇମିଗ୍ରେସନ ବିଭାଗ, ଜଳପଥରେ ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶ ରୋକିବା ପାଇଁ ଏହି ସମରାଭ୍ୟାସ କରୁଛନ୍ତି ।
powered by social2s

